ମେଡିକାଲରେ ନିଆଁ, ୬ ଶିଶୁ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଅଘଟଣ। ପୂର୍ବ ଦିଲ୍ଲୀ ବିବେକ ବିହାରରେ ଥିବା ଏକ ଶିଶୁ ମେଡିକାଲରେ ନିଆଁ ଲାଗି ଏତେ ବଡ ଅଘଟଣ ହୋଇଛି। ଗତକାଲି ମଧ୍ୟରାତ୍ରିରେ ମେଡିକାଲରେ ନିଆଁ ଲାଗି ଯାଇଥିଲା। ଫଳରେ ଚାହୁଁ ଚାହୁଁ ପୁରା ବିଲ୍ଡିଂ ଟି ହୁତ୍‌ହୁତ୍‌ ହୋଇ ଜଳିବାକୁ ଲାଗିଲା। ଅଗ୍ନିଶମବାହିନୀ ପହଞ୍ଚି ୧୧ଜଣ ଶିଶୁଙ୍କୁ ଉଦ୍ଧାର କରିଥିବାବେଳେ ୬ ଜଣ ଶିଶୁ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ନିଆଁ … Continue reading ମେଡିକାଲରେ ନିଆଁ, ୬ ଶିଶୁ ମୃତ