ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ : ବସ୍‌ରେ ଯାତ୍ରା କରୁଥିବା ଦିଲ୍ଲୀ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ କି ନାହିଁ । ଏହାକୁ ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କିଛି ନିୟମ ଆଣିଛନ୍ତି । ମହିଳା ଓ ୩ୟ ଲିଙ୍ଗିଙ୍କ ପାଇଁ ବସ୍‌ରେ ମାଗଣା ଯାତ୍ରାରେ କିଛି ସର୍ତ୍ତ ଲାଗୁ କରାଯିବ। ପ୍ରଥମେ ଦିଲ୍ଲୀର ପ୍ରତ୍ୟେକ ମହିଳା ଏହି ସେବାର ଲାଭ ପାଇ … Continue reading ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ