ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରକୁ ବଡ଼ ଆଶ୍ଵସ୍ତି

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଦିଲ୍ଲୀ କୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ରାଉଜ୍ ଆଭେନ୍ୟୁ କୋର୍ଟ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ  ଜାମିନ ପ୍ରଦାନ କରିଛନ୍ତି। ସୋମବାର ଲାଲୁ ପରିବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ପୂର୍ବାହ୍ନ  ୧୦ଟାରେ ହାଜର ହୋଇଥିଲେ। ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ ଅଦାଲତରେ ହାଜର ହୋଇଥିଲେ। ଲାଲୁ ଯାଦବଙ୍କ ସମେତ ସମସ୍ତ ୯ … Continue reading ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରକୁ ବଡ଼ ଆଶ୍ଵସ୍ତି