ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଅସଦାଚରଣ ନେଇ ପୁଲିସରେ ଅଭିଯୋଗ କଲେ ଆପ ସାଂସଦ ସ୍ୱାତୀ ମାଲିୱାଲ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏଙ୍କ ଅସଦାଚରଣ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀମତୀ ମାଲିୱାଲ କହିଛନ୍ତି ଯେ ସେ ଏହି ଘଟଣାରେ ପୁଲିସକୁ ନିଜର ବୟାନ ଦେଇଛନ୍ତି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଏହି ଘଟଣାକୁ ନେଇ … Continue reading ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଅସଦାଚରଣ ନେଇ ପୁଲିସରେ ଅଭିଯୋଗ କଲେ ଆପ ସାଂସଦ ସ୍ୱାତୀ ମାଲିୱାଲ