www.samajalive.in
Sunday, December 7, 2025
14.1 C
Bhubaneswar

କେରଳରେ ପ୍ରଥମ ମୃତ୍ୟୁ, ୨୦ ଛୁଇଁଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କେରଳରେ ଶନିବାର ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। କେରଳରେ ଶନିବାର ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସରକାରୀ ସୂତ୍ରରୁ ଦେଶରେ ୨୦ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବାବେଳେ ବେସରକାରୀ ଭାବେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ୨୩ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବାବେ​‌ଳେ ଜଣକର ବୟସ ୩୮ ବର୍ଷ ରହିଛି।

ମୃତକ ସଂଖ୍ୟା   ତାରିଖ           ରାଜ୍ୟ            ମୃତକଙ୍କ ବୟସ

୧                 ମାର୍ଚ୍ଚ ୧୧       କର୍ଣ୍ଣାଟକ         ୭୬ ବର୍ଷ

- Advertisement -

୨                 ମାର୍ଚ୍ଚ ୧୩       ଦିଲ୍ଲୀ             ୬୮ ବର୍ଷ(ମହିଳା)

୩                 ମାର୍ଚ୍ଚ ୧୭       ମହାରାଷ୍ଟ୍ର        ୬୩ ବର୍ଷ(ମହିଳା)

୪                 ମାର୍ଚ୍ଚ ୧୮       ପଞ୍ଜାବ           ୭୦ ବର୍ଷ

୫                 ମାର୍ଚ୍ଚ ୨୧       ମହାରାଷ୍ଟ୍ର        ୬୩ ବର୍ଷ

୬                 ମାର୍ଚ୍ଚ ୨୧       ବିହାର           ୩୮ ବର୍ଷ

୭                 ମାର୍ଚ୍ଚ ୨୨       ଗୁଜରାଟ         ୬୭ ବର୍ଷ

୮                 ମାର୍ଚ୍ଚ ୨୩       ପଶ୍ଚିମବଙ୍ଗ      ୫୭ ବର୍ଷ

୯                 ମାର୍ଚ୍ଚ ୨୩       ହିମାଚଳ ପ୍ରଦେଶ ୬୮ ବର୍ଷ

୧୦              ମାର୍ଚ୍ଚ ୨୪       ମହାରାଷ୍ଟ୍ର        ୬୫ ବର୍ଷ

୧୧              ମାର୍ଚ୍ଚ ୨୫       ତାମିଲନାଡୁ     ୫୪ ବର୍ଷ

୧୨              ମାର୍ଚ୍ଚ ୨୫       ମଧ୍ୟପ୍ରଦେଶ     ୬୫ ବର୍ଷ(ମହିଳା)

୧୩              ମାର୍ଚ୍ଚ ୨୫       ଗୁଜରାଟ         ୮୫ ବର୍ଷ(ମହିଳା)

୧୪              ମାର୍ଚ୍ଚ ୨୬       କାଶ୍ମୀର          ୬୫ ବର୍ଷ

୧୫              ମାର୍ଚ୍ଚ ୨୬       ମହାରାଷ୍ଟ୍ର        ୬୫ ବର୍ଷ

୧୬              ମାର୍ଚ୍ଚ ୨୬       କର୍ଣ୍ଣାଟକ         ୭୫ ବର୍ଷ(ମହିଳା)

୧୭              ମାର୍ଚ୍ଚ ୨୬       ରାଜସ୍ଥାନ        ୭୩ ବର୍ଷ

୧୮              ମାର୍ଚ୍ଚ ୨୬       ଗୁଜରାଟ         ୭୦ ବର୍ଷ

୧୯              ମାର୍ଚ୍ଚ ୨୬       ରାଜସ୍ଥାନ        ୬୦ ବର୍ଷ

୨୦              ମାର୍ଚ୍ଚ ୨୬       ମଧ୍ୟପ୍ରଦେଶ     ୬୫ ବର୍ଷ

୨୧              ମାର୍ଚ୍ଚ ୨୭       କର୍ଣ୍ଣାଟକ         ୬୫ ବର୍ଷ

୨୨              ମାର୍ଚ୍ଚ ୨୭       ମହାରାଷ୍ଟ୍ର        ୬୫ ବର୍ଷ

୨୩              ମାର୍ଚ୍ଚ ୨୮       କେରଳ          ୬୯ ବର୍ଷ(ମହିଳା)

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories