ନିର୍ବାଚନ ଲଢ଼ିବେ ଚନ୍ଦନ ତସ୍କର ବୀରାପ୍ପାନର ଝିଅ ବିଦ୍ୟା ରାଣୀ

ଡେସ୍କ: ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ତାମିଲନାଡୁର ସମସ୍ତ ୩୯ଟି ଆସନରେ ମତଦାନ ହେବାକୁ ଥିବାରୁ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ପ୍ରତ୍ୟେକ ଭୋଟକୁ ନିଜ ସପକ୍ଷରେ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ତାମିଲନାଡ଼ୁର କୃଷ୍ଣଗିରି ଲୋକସଭା ନିର୍ବାଚନ ମଣ୍ଡଳୀରେ ‘ନାମ ତାମିଲର କାଚି’ (ଏନଟିକେ) ପ୍ରାର୍ଥୀ ବିଦ୍ୟା ରାଣୀ ମଧ୍ୟ ଆଜିକାଲି ପ୍ରଚାରରେ ବ୍ୟସ୍ତ ଅଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଆଚରଣ … Continue reading ନିର୍ବାଚନ ଲଢ଼ିବେ ଚନ୍ଦନ ତସ୍କର ବୀରାପ୍ପାନର ଝିଅ ବିଦ୍ୟା ରାଣୀ