ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ ୪ ଜଣିଆ ପ୍ରତିନିଧି ଦଳ

ଡେସ୍କ: ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ (ଡିଏଆରପିଜି)ର ୪ ଜଣିଆ ପ୍ରତିନିଧି ଦଳ ଜାତୀୟ ସୁଶାସନ କେନ୍ଦ୍ର ଏବଂ ବାଂଲାଦେଶ ଲୋକ ପ୍ରଶାସନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ରର ନବୀକରଣ ପାଇଁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବେ। ଆଜିଠାରୁ ଏହି ତିନି ଦିନିଆ ଗସ୍ତ ସମୟରେ ଡିଏଆରପିଜି ସଚିବ ଭି ଶ୍ରୀନିବାସ ବାଂଲାଦେଶର ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ୪୩ ଡିଗ୍ରୀ ଉପରେ ୧୨ ସହର, … Continue reading ଦ୍ୱିପାକ୍ଷିକ ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ ୪ ଜଣିଆ ପ୍ରତିନିଧି ଦଳ