ଆଜି ବାତ୍ୟାରେ ପରିଣତ ହେବ ‘ଫେଙ୍ଗାଲ’ ; ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ, ଓଡିଶାରେ କ’ଣ ରହିବ ପ୍ରଭାବ..
ନୂଆଦିଲ୍ଲୀ : ସାରା ଦେଶରେ ଦ୍ରୁତ ଗତିରେ ପାଗରେ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ଅନେକ ରାଜ୍ୟରେ ଘନ କୁହୁଡି ସହ ଥଣ୍ଡା ପବନ ବହୁଛି । କିଛି ରାଜ୍ୟରେ ସାମୁଦ୍ରିକ ଝଡ ‘ଫେଙ୍ଗାଲ’ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଅନେକ ସ୍ଥାନରେ ସାମୁଦ୍ରିକ ଝଡର ପ୍ରଭାବରେ ବର୍ଷାର ସହ ପବନ ବହିବ । ବଙ୍ଗୋପସାଗରରେ ବୁଧବାର ଗଭୀର ଅବପାତ ବାତ୍ୟାରେ ପରିଣତ ହେବାର ଅଧିକରୁ ଅଧିକ ସମ୍ଭାବନା ରହିଛି । ଏହାକୁ … Continue reading ଆଜି ବାତ୍ୟାରେ ପରିଣତ ହେବ ‘ଫେଙ୍ଗାଲ’ ; ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ, ଓଡିଶାରେ କ’ଣ ରହିବ ପ୍ରଭାବ..
Copy and paste this URL into your WordPress site to embed
Copy and paste this code into your site to embed