୪୯ ଟଙ୍କାରେ ମିଳୁଥିଲା ୪୮ଟି ଅଣ୍ଡା: କିଣିବାରୁ ଆକାଉଣ୍ଟ ହୋଇଗଲା ଖାଲି

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ମହିଳା ଅନଲାଇନରେ ୪ ଡଜନ ଅଣ୍ଡା କିଣି ଠକାମୀର ଶିକାର ହୋଇଛନ୍ତି । ମହିଳା ୪ ଡଜନ (୪୮) ଅଣ୍ଡା ମାତ୍ର ୪୯ ଟଙ୍କାରେ କିଣିବା ପାଇଁ ଅଫର ମିଳିଥିଲା । ତେବେ ସେ ଏହି ଅଫରରେ ପୈଠ କରିବାକୁ ଚେଷ୍ଟା କରିବାକୁ ତାଙ୍କ କ୍ରେଡିଟ୍ କାର୍ଡରୁ ୪୮ ହଜାର ଟଙ୍କା କଟିଗଲା । ମହିଳାଙ୍କ ନା ଶିବାନୀ । ସେ ବେଙ୍ଗାଲୁରୁର ବସନ୍ତନଗରରେ ରୁହନ୍ତି । ମହିଳା ଜଣକ ଅଭିଯୋଗ … Continue reading ୪୯ ଟଙ୍କାରେ ମିଳୁଥିଲା ୪୮ଟି ଅଣ୍ଡା: କିଣିବାରୁ ଆକାଉଣ୍ଟ ହୋଇଗଲା ଖାଲି