ପତ୍ନୀଙ୍କ କୀଡ୍‌ନୀ ବିକିବ କହି ନେଇଥିଲା ୧୨ ଲକ୍ଷ , ଏବେ ପୁଲିସ ଜିମାରେ

କିଡ୍‌ନୀ ଦେବା ନଁାରେ ୧୨ଲକ୍ଷ ଠକେଇ କଟକ : ଜଣେ କିଡ୍‌ନୀ ହରାଇଥିବା ବ୍ୟକ୍ତିଙ୍କୁ କିଡନୀ ଦେବାକୁ କହି ଦମ୍ପତି ୧୨ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଦମ୍ପତିଙ୍କୁ କଟକରେ କିଡନୀ ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ପରିବାର କାବୁ କରି ପୁଲିସ ଜିମା ଦେଇଛନ୍ତି। ଏହି କାରବାରରେ ଏକ ସୁସଂଗଠିତ ରାକେଟ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ ତଦନ୍ତକୁ ବ୍ୟାପକ କରିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର କୁଟୁଲ ମାଝୀଙ୍କ ଦୁଇଟି … Continue reading ପତ୍ନୀଙ୍କ କୀଡ୍‌ନୀ ବିକିବ କହି ନେଇଥିଲା ୧୨ ଲକ୍ଷ , ଏବେ ପୁଲିସ ଜିମାରେ