କଟକ ନର୍ସିଂହୋମ ଅଗ୍ନିକାଣ୍ଡ, ୧୨ ନବଜାତକ ସମେତ ୮ ଗୁରୁତର ଉଦ୍ଧାର
ଡେସ୍କ: କଟକ ପୁରୀଘାଟ ଥାନା ନିକଟସ୍ଥ ତ୍ରିଶା (ରାଧାରମଣ) ନର୍ସିଂହୋମର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୨ ନବଜାତକ ସମେତ ୮ ଜଣ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ପଠାଯାଇଛି। ଏବେ ମଧ୍ୟ ୧୫ ଜଣ ନବଜାତକ ତୃତୀୟ ମହଲାରେ ରହିଥିବା ଜଣେ ଚିକିତ୍ସିତ ହେଉଥିବା ଶିଶୁର ଅଭିଭାବକ କହିଛନ୍ତି। ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ପାଖାପାଖି ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ସାରିଛି ଓ … Continue reading କଟକ ନର୍ସିଂହୋମ ଅଗ୍ନିକାଣ୍ଡ, ୧୨ ନବଜାତକ ସମେତ ୮ ଗୁରୁତର ଉଦ୍ଧାର
Copy and paste this URL into your WordPress site to embed
Copy and paste this code into your site to embed