ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..

କଟକ: ମହିଳାଙ୍କ ଠାରୁ ପ୍ରାତଃଭ୍ରମଣ ବେଳେ ସୁନା ଚେନ୍ ଲୁଟ୍। ଶୁକ୍ରବାର କଟକରେ ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଏହି ଲୁଟ୍ ହୋଇଛି। ୩ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଚେନ୍ ଲୁଟି ନେଇଛନ୍ତି। ଲୁଟ୍ ନେଇ ସଦର ଥାନାରେ ମହିଳା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। Related Posts ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ… Jun 8, 2024 କଟକ ବାଦାମବାଡିରେ ନକଲି ପୁଲିସକୁ ଧରିଲା ଅସଲି… … Continue reading ପ୍ରାତଃଭ୍ରମଣ କରୁଥିଲେ ମହିଳା ; ଦୁର୍ବୃତ୍ତ ସୁନା ଚେନ୍ ନେଇ ଚମ୍ପଟ..