ଦେଖନ୍ତୁ ଭିଡିଓ; ବିରୂପା ବ୍ୟାରେଜରେ ଯୁବକ ନିଖୋଜ, ଖୋଜାଖୋଜି ଜାରି..

କଟକ: ଚୌଦ୍ୱାର ବିରୂପା ବ୍ୟାରେଜରେ ସୋମବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ନାମ ପ୍ରଦୀପ ଦାସ। ବୟସ ୧୮ । ବ୍ୟାରେଜ ନିକଟରେ ଗାଧୋଇବା ସମୟରେ ବଢି ପାଣିରେ ନିଖୋଜ ହୋଇଛନ୍ତି କି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅଗ୍ନିଶମ ଟିମ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ବ୍ରିଜ ଉପରେ ଗୋଟିଏ ସାଇକେଲ ଓ ସ୍କୁଲ ବ୍ୟାଗ ରହିଥିବା ନେଇ ଅଗ୍ନିଶମ ଟିମ … Continue reading ଦେଖନ୍ତୁ ଭିଡିଓ; ବିରୂପା ବ୍ୟାରେଜରେ ଯୁବକ ନିଖୋଜ, ଖୋଜାଖୋଜି ଜାରି..