କଟକରେ ବୁଲୁଛି ବାଘ, ଅଞ୍ଚଳବାସୀ ଛାନିଆ
କଟକ : କଟକରେ ବୁଲୁଛି କଲରାପତରିଆ ବାଘ। କଟକ ଆଠଗଡ ବନଖଣ୍ଡର ନରସିଂହପୁର ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେଖାଯାଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି । ରାସ୍ତାରେ ବାଘ ବୁଲୁଥିବା ବେଳେ ମୋବାଇଲ୍ରେ ଏହାର ଭିଡିଓ କଏଦ ହୋଇଛି । ବନଖଣ୍ଡର ତିଗିରିଆ ଠାରୁ ବଡମ୍ବା, ନରସିଂହପୁର, ହିନ୍ଦୋଳ ପର୍ଯ୍ୟନ୍ତ ବାଘର ପାଦ ଚିହ୍ନ ପଡିବା ସହ ବାଘଟି ରାସ୍ତାରେ ବୁଲୁଛି । ବାଘକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି । … Continue reading କଟକରେ ବୁଲୁଛି ବାଘ, ଅଞ୍ଚଳବାସୀ ଛାନିଆ
Copy and paste this URL into your WordPress site to embed
Copy and paste this code into your site to embed