ଦେଖନ୍ତୁ ଭିଡିଓ; କୁକୁରକୁ କେମିତି ଝାମ୍ପି ନେଲା କୁମ୍ଭୀର

ନୂଆଦିଲ୍ଲୀ : କୁମ୍ଭୀର ପାଣିର ଏକ ବଡ ଶିକାରୀ ବୋଲି କୁହାଯାଏ। କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ମଧ୍ୟ ଅସମ୍ଭବ । ସୋସିଆଲ ମିଡିଆରେ ନିକଟରେ କୁମ୍ଭୀରର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଖୁବ୍‌ ଭୟଭୀତ ଲାଗିବା ସହ ଆଶ୍ଚର୍ଯ୍ୟ ମଧ୍ୟ କରିବ । ମାତ୍ର ଭିଡିଓଟି କେଉଁ ସ୍ଥାନର ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ। pic.twitter.com/tez5TeRo8K — NATURE IS BRUTAL (@TheBrutalNature) March 7, 2025 ମାତ୍ର ୧୨ ସେକେଣ୍ଡର ଏହି … Continue reading ଦେଖନ୍ତୁ ଭିଡିଓ; କୁକୁରକୁ କେମିତି ଝାମ୍ପି ନେଲା କୁମ୍ଭୀର