ବିଥେଲ ଇଂଲଣ୍ଡର ସର୍ବକନିଷ୍ଠ ଅଧିନାୟକ
ଲଣ୍ଡନ୍ : ଇଂଲଣ୍ଡ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ ଶୃଙ୍ଖଳା ଖେଳିବ। ଏଥିପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶନିବାର ଭିନ୍ନଭିନ୍ନ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳ ଘୋଷଣା କରାଯାଇଛି। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ୨୧ ବର୍ଷୀୟ ଜାକବ୍ ବିଥେଲଙ୍କୁ ଇଂଲଣ୍ଡ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ବିଥେଲ ଟ୍ବେଣ୍ଟି୨୦ ଫର୍ମାଟରେ ମାତ୍ର ୧୩ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। … Continue reading ବିଥେଲ ଇଂଲଣ୍ଡର ସର୍ବକନିଷ୍ଠ ଅଧିନାୟକ
Copy and paste this URL into your WordPress site to embed
Copy and paste this code into your site to embed