ସୁନ୍ଦରଗଡ଼ : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଶନିବାର ସୁସ୍ଥ ହୋଇଛନ୍ତି। ସଂକ୍ରମିତ ଜଣଙ୍କ ସୁନ୍ଦରଗଡ଼(ରାଉରକେଲା)ର ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।
Happy to share that one #COVID19 case of Sundargarh (Rourkela) has recovered, taking the total recovered cases to 34.
Now Sundargarh district has no active cases of Covid-19.
— H & FW Dept Odisha (@HFWOdisha) April 25, 2020



