ପତି-ପତ୍ନୀଙ୍କ ଅଦ୍ଭୁତ କଳା: ୯ ବର୍ଷର ବାଳକକୁ ରାମଲାଲା ରୂପେ ସଜାଇଲେ, ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ଲୋକଙ୍କ ପାଖରେ ଅନେକ କଳା ରହିଛି । ପୂର୍ବରୁ କଳାକାରଙ୍କ କଳା ସହଜରେ ସାମ୍ନାକୁ ଆସିପାରୁନଥିଲା । କିନ୍ତୁ ଆଜିକାଲି ଇଣ୍ଟରନେଟ୍ ଯୁଗରେ ସବୁ କିଛି ସହଜ ହୋଇଯାଇଛି । ସମସ୍ତେ ନିଜ ନିଜ କାରୁକାର୍ଯ୍ୟକୁ ଦୁନିଆ ସାମ୍ନାକୁ ଆଣିପାରୁଛନ୍ତି । ଏମିତି ଏକ ଅଦ୍ଭୁତ କଳାର ଅଧିକାରୀ ପଶ୍ଚିମବଙ୍ଗର ଏକ ପରିବାର । ଏହି ଦମ୍ପତି ଏକ ୯ ବର୍ଷର ଶିଶୁକୁ ରାମଲାଲା ବେଶରେ ସଜାଇଛନ୍ତି । ଏହାର ଫଟୋ ଏବେ ସାମାଜିକ … Continue reading ପତି-ପତ୍ନୀଙ୍କ ଅଦ୍ଭୁତ କଳା: ୯ ବର୍ଷର ବାଳକକୁ ରାମଲାଲା ରୂପେ ସଜାଇଲେ, ଛୁଟିଲା ପ୍ରଶଂସାର ସୁଅ