www.samajalive.in
Sunday, December 7, 2025
23.1 C
Bhubaneswar

୫୨ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

ବୁର୍ଲା : ବେଆଇନ କଫ୍ ସିରପ୍ ବିକ୍ରି ବେଳେ ବୁର୍ଲା ପୁଲିସ ଚଢ଼ଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋଲଗୁଣ୍ଡା ଗ୍ରାମର ରୋହିତ ଯାଦବ(୨୦)। ସୂଚନା ଅନୁସାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଗୋଲଗୁଣ୍ଡାଠାରୁ ହୀରାକୁଦ ରେଳ ଷ୍ଟେସନ ରାସ୍ତା ମଧ୍ୟରେ କଫ ସିରପ ବିକ୍ରି ହେଉଥିବା ବିଷୟରେ ସୂଚନା ମିଳିଥିଲା। ପୁଲିସ ଚଢ଼ଉ କରି ସିଲ୍ ହୋଇଥିବା ୫୨ ବୋତଲ ୱିନକେରେକ୍ସ  କଫ୍ ସିରପ୍, ଠିପି ଖୋଲା ଥିବା ଅବସ୍ଥାରେ ୧୧ ବୋତଲ, ୬ଟି ସୋପୋର-୧୦ ଟାବଲେଟ ଓ ୨୭ ପାଉଚ ଦେଶୀ ମଦ ଜବତ କରିଛି। ବୁର୍ଲା ଥାନା କେସ ନଂ ୯୫/୪.୩.୨୦୨୫ରେ ଏକ ମାମଲ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories