www.samajalive.in
Tuesday, December 9, 2025
26.1 C
Bhubaneswar

ସଂକ୍ରମଣରୁ ରକ୍ଷା ପାଇବାର ଉପାୟ

ସଂକ୍ରମଣଜନିତ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ନିଜ ଘର ଓ ଚାରିପାଖକୁ ପରିଷ୍କାର ରଖିବା ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ଘରର ସ୍ନାନାଗାରକୁ ପ୍ରତିଦିନ ବ୍ଲିଚିଂରେ ସଫା କରନ୍ତୁ। ଏହି ସ୍ଥାନରୁ ସଂକ୍ରମଣ ଶୀଘ୍ର ବ୍ୟାପିବାର ଭୟ ରହିଛି।

– ରୋଷେଇ ଘର ଅନ୍ୟ ଏକ ସ୍ଥାନ, ଯାହା କାରଣରୁ ସଂକ୍ରମଣଜନିତ ରୋଗ ବ୍ୟାପିଥାଏ। ଅସରପା, ଅନ୍ୟାନ୍ୟ ପୋକ କାରଣରୁ ଆମ ସ୍ବାସ୍ଥ୍ୟ ଖରାପ ହୋଇଥାଏ, କିନ୍ତୁ ଆମେ ଏସବୁ ପ୍ରତି ସେତେଟା ଧ୍ୟାନ ଦେଇନଥାଉ।
– ଫଳ ଓ ପନିପରିବାକୁ ଭଲଭାବେ ଧୋଇବା ସହ ଏହାକୁ ପୋଛି ଯଥା ସ୍ଥାନରେ ରଖନ୍ତୁ। ରୋଷେଇଘର ଝରକାରେ ଏଭଳି ବ୍ୟବସ୍ଥା କରନ୍ତୁ ଯେପରି ଛୋଟ ପୋକ ପ୍ରବେଶ ନ କରିପାରିବେ।
– ପ୍ରତି ଦୁଇ ଦିନରେ ଥରେ ଘର ପୋଛିବାବେଳେ ଲୁଣ ୨ଚାମଚ ବାଲଟିଏ ପାଣିରେ ମିଶାଇ ପୋଛିବା ଜରୁରୀ। ଏହା ଘର ପରିଷ୍କାର ରଖିବାରେ ସହାୟକ ହୋଇଥାଏ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories