www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଟିକା: ଦେଶରେ ନେଲେଣି ୧୯ କୋଟି ୧୮ ଲକ୍ଷ ୭୯ ହଜାର ୫୦୩

ଦେଶରେ ଆଜି ସୁଦ୍ଧା ୧୯ କୋଟି ୧୮ ଲକ୍ଷ ୭୯ ହଜାର ୫୦୩ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ୨୭ ଲକ୍ଷ ୫୩ ହଜାର ୮୮୩ଟି ସେସନରେ ଏହି ଟିକାକରଣ କରାଯାଇଛି। ୧୪ କୋଟି ୭୮ ଲକ୍ଷ ୩୩ ହଜାର ୨୧୪ ଜଣଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୪ କୋଟି ୧୪ ଲକ୍ଷ ୪୦ ହଜାର ୭୨୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ଆଜି ଗୋଟିଏ ଦିନରେ ୧୩ ଲକ୍ଷ ୭୪ ହଜାର ୨୪୦ ଜଣଙ୍କୁ ଟିକାକରଣ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୯୭ ଲକ୍ଷ ୨୪ ହଜାର ୩୩୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ଓ ୬୬ ଲକ୍ଷ ୮୦ ହଜାର ୯୬୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୧ କୋଟି ୪୭ ଲକ୍ଷ ୯୧ ହଜାର ୬୦୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଓ ୮୨ ଲକ୍ଷ ୮୫ ହଜାର ୨୫୩ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍‍, ୧୮ରୁ ୪୪ ବୟସ ବର୍ଗରେ ୮୬ ଲକ୍ଷ ୪ ହଜାର ୪୯୮ ଜଣଙ୍କୁ ପ୍ରଥମ ଡୋଜ୍‍, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୫ କୋଟି ୯୮ ଲକ୍ଷ ୩୫ ହଜାର ୨୫୬ ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୯୫ ଲକ୍ଷ ୮୦ ହଜାର ୮୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୫ କୋଟି ୬୨ ଲକ୍ଷ ୪୫ ହଜାର ୬୨୭ ଜଣଙ୍କୁ ପ୍ରଥମ ଡୋଜ୍‍ ଓ ୧ କୋଟି ୮୧ ଲକ୍ଷ ୩୧ ହଜାର ୧୦୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories