ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ୫୫, ମୟୂରଭଞ୍ଜ ୫୨, ଖୋର୍ଦ୍ଧା ୫୧, ସୁନ୍ଦରଗଡ଼ ୪୭, କଟକ ୪୫, ଅନୁଗୁଳ ୩୨, ଯାଜପୁର ୨୯, ବାଲେଶ୍ବର ୨୬, ବରଗଡ଼ ୨୪, ନୂଆପଡ଼ା ୨୪, ଜଗତସିଂହପୁର ୨୧, ସମ୍ବଲପୁର ୧୬, କେନ୍ଦ୍ରାପଡ଼ା ୧୪, ପୁରୀ ୧୩, ଗଞ୍ଜାମ ୯, କେନ୍ଦୁଝର ୯, ରାୟଗଡ଼ା ୯, କୋରାପୁଟ ୮, ନୟାଗଡ଼ ୭, ଭଦ୍ରକ ୬, କଳାହାଣ୍ଡି ୬, ଝାରସୁଗୁଡ଼ା ୩, ମାଲକାନଗିରି ୩, ଢେଙ୍କାନାଳ ୨, ନବରଙ୍ଗପୁର ୨, ଦେବଗଡ଼ ୧ ଏବଂ ଷ୍ଟେଟ୍ପୁଲ୍ରୁ ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ସୁସ୍ଥ ହୋଇଥିବା କରେନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୯୭୦ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
ଆଜି ରାଜ୍ୟରେ ସୁସ୍ଥ ହେଲେ ୫୨୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୬୯୭୦କୁ ବୃଦ୍ଧି
Popular Categories



