ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ – କଂଗ୍ରେସ ଅଧ୍ୟକ୍ଷ

ଡେସ୍କ: ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଜମ୍ମୁ ଆସିଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଧମକ ଦେବା ବିରୋଧରେ ତାଙ୍କ ଦଳ ଆନ୍ଦୋଳନ କରିବ। ଶ୍ରୀ ଖଡଗେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ। ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ … Continue reading ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ – କଂଗ୍ରେସ ଅଧ୍ୟକ୍ଷ