ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଡେସ୍କ: ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ନିମନ୍ତେ ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟି ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏଆଇସିସି ଦ୍ୱାରା ଜାରି କରାଯାଇଥିବା ପ୍ରାର୍ଥୀ ତାଲିକା – ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା୧. ବରଗଡ଼ – ସଂଜୟ ଭୋଇ୨. ସୁନ୍ଦରଗଡ଼ – ଜନାର୍ଦ୍ଦନ ଦେହୁରୀ୩. ବଲାଙ୍ଗିର – ମନୋଜ ମିଶ୍ର୪. କଳାହାଣ୍ଡି – ଦ୍ରୌପଦୀ ମାଝୀ୫. ନବରଙ୍ଗପୁର – ଭୁଜବଳ … Continue reading ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା