‘ମୋଦି ପରିବାର’ ଓ ‘ମୋଦି କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସମ୍ବଳର ଅପବ୍ୟବହାର ଅଭିଯୋଗ କରି କଂଗ୍ରେସ ଗୁରୁବାର ‘ମୋଦୀ ପରିବାର’ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ଏବଂ ଏହା ପଛରେ ଥିବା ଲୋକଙ୍କୁ ତୁରନ୍ତ ହଟାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ପ୍ରଦାନ କଲା ଷ୍ଟେଟ ବ୍ୟାଙ୍କ ମୁକୁଲ ବାସନିକ, ସଲମାନ ଖୁର୍ସିଦ ଓ ସୁପ୍ରିୟା … Continue reading ‘ମୋଦି ପରିବାର’ ଓ ‘ମୋଦି କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ