ଦଳୀୟ ନେତାଙ୍କ ପାଇଁ ନ୍ୟାୟ ଯାତ୍ରା କରନ୍ତୁ ରାହୁଲ – ବିଜେପି

ଡେସ୍କ: ଭାରତୀୟ ଜନତା ପାର୍ଟି ମିଲିନ୍ଦ ଦେଓରାଙ୍କ ଇସ୍ତଫା ନେଇ କଂଗ୍ରେସକୁ ସମାଲୋଚନା କରିଛି। ଦଳ କହିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବଦଳରେ ତାଙ୍କ ଦଳର ନେତାଙ୍କ ପାଇଁ ନ୍ୟାୟ ଯାତ୍ରା ଆରମ୍ଭ କରିବା ଭଲ ହୋଇଥାନ୍ତା। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ଛାଡିଥିବା କଂଗ୍ରେସ ନେତାମାନଙ୍କୁ ଶ୍ରୀ ଗାନ୍ଧୀ ନ୍ୟାୟ ଦେବା ଉଚିତ। ସେ କହିଛନ୍ତି ଯେ ରାହୁଲ … Continue reading ଦଳୀୟ ନେତାଙ୍କ ପାଇଁ ନ୍ୟାୟ ଯାତ୍ରା କରନ୍ତୁ ରାହୁଲ – ବିଜେପି