୨୦୨୪ ଜାନୁଆରୀରେ କୋଇଲା କ୍ଷେତ୍ରର ସର୍ବୋଚ୍ଚ ଅଭିବୃଦ୍ଧି ୧୦.୨%

ଡେସ୍କ: ଆଠଟି ପ୍ରମୁଖ ଶିଳ୍ପ ସୂଚକାଙ୍କ ଅନୁଯାୟୀ, ୨୦୨୪ ଜାନୁଆରୀ ମାସରେ ୮ଟି ପ୍ରମୁଖ ଶିଳ୍ପ ମଧ୍ୟରେ କୋଇଲା କ୍ଷେତ୍ର ସର୍ବୋଚ୍ଚ ୧୦.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କୋଇଲା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୪ରେ କୋଇଲା ଶିଳ୍ପର ସୂଚକାଙ୍କ ୨୧୮.୯ ପଏଣ୍ଟରେ ପହଞ୍ଚିଛି, ଯାହା ଗତବର୍ଷ ସେହି ସମୟରେ ୧୯୮.୬ ପଏଣ୍ଟ ଥିଲା। ୨୦୨୪ ଜାନୁଆରିରେ ଆଠଟି ପ୍ରମୁଖ ଶିଳ୍ପର ମିଳିତ ସୂଚକାଙ୍କ ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୩.୬ ପ୍ରତିଶତ ବୃଦ୍ଧି … Continue reading ୨୦୨୪ ଜାନୁଆରୀରେ କୋଇଲା କ୍ଷେତ୍ରର ସର୍ବୋଚ୍ଚ ଅଭିବୃଦ୍ଧି ୧୦.୨%