ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଦ ନିଜେ ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟ ସଠିକ୍‌‌ ଭାବେ ହୋଇଛି କି ନାହିଁ କାମ କେତେ ଦୂର ଯାଇଛି ସେ ସବୁ ସମ୍ପର୍କରେ ସାଧାରଣ ଲୋକଙ୍କୁ ଫୋନ ଯୋଗେ ସିଧାସଳଖ ପଚାରିଛନ୍ତି ନବୀନ। ସ୍କୁଲ ରୂପାନ୍ତରଣ, ମନ୍ଦିର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାମ କେମିତି ଚାଲିଛି ଓ କାମ ସରିଲାଣି କି ନାହିଁ ଏସବୁ କଥା ପଚାରି … Continue reading ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ