ନବୀନଙ୍କ ବଡ ଘୋଷଣା; ସରପଞ୍ଚ ପାଇବେ . . .

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏଣିକି ଜିଲା ପରିଷଦ ସଭାପତି ମାସିକ ୩୦ହଜାର ପାଇବେ । ଜିଲା ପରିଷଦ ଉପସଭାପତି ମାସିକ ୨୦ହଜାର ଟଙ୍କା ପାଇବେ । ଏହାସହିତ ଜିଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ହଜାର ମିଳିବ । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ହଜାର … Continue reading ନବୀନଙ୍କ ବଡ ଘୋଷଣା; ସରପଞ୍ଚ ପାଇବେ . . .