ମହିଳା କର୍ମଚାରୀଙ୍କୁ ଅଧିକ ୧୦ଦିନ ଛୁଟି ମିଳିବ

ଭୁବନେଶ୍ୱର: ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା କର୍ମଚାରୀଙ୍କୁ ଏଣିକି ବାର୍ଷିକ ୧୦ ଦିନ ଅଧିକ ଛୁଟି ମିଳିବ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ୨୫ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ କର୍ମଚାରୀଙ୍କ ପାଇଁ ବର୍ଷକୁ ୧୫ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା କର୍ମଚାରୀ ମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ … Continue reading ମହିଳା କର୍ମଚାରୀଙ୍କୁ ଅଧିକ ୧୦ଦିନ ଛୁଟି ମିଳିବ