ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ

ଡେସ୍କ: ଆପଣ କୁଆଡେ ମୋ ବନ୍ଧୁ। ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ। ଯଦି ଏତେ ଚିନ୍ତା, ତାହେଲେ ତୁମେ ମୋତେ ଫୋନ କରି ପଚାରି ପାରିଥାନ୍ତ। ଏମିତି କିଛି କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି ତେଣୁ ମୁଁ ଏତେ ଖରାରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରୁଛି। ଆଜି ପ୍ରଧାନମନ୍ତ୍ରୀ … Continue reading ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ