ଭିଡିଓରେ ଦେଖନ୍ତୁ ପ୍ରକୃତିର ତାଣ୍ଡବ, ଭାସି ଯାଉଛି କୋଠା, ଶିମଲାରେ ୪୦ ନିଖୋଜ..

ଶିମଲା : ହିମାଚଳ ପ୍ରଦେଶରେ ଗୋଟିଏ ପରେ ଗୋଟିଏ ୩ଟି ସ୍ଥାନରେ ବାଦଲ ଫାଟିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ପ୍ରାୟ ୪୦ ଜଣ ନିଖୋଜ ରହିଥିବା ବେଳେ ଜଣଙ୍କ ମୃତଦେହ ଜବତ ହୋଇଛି । ବାଦଲ ଫାଟିବା କାରଣରୁ ହିମାଚଳର କୁଲ୍ଲୁ,ମଣ୍ଡି ଓ ଶିମଲାରେ ପ୍ରକୃତିର ତାଣ୍ଡବ ଦେଖାଯାଇଛି । ଫଳରେ ଅନେକ କୋଠା ଘର, ସ୍କୁଲ ଓ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି । ୩ଟି ସ୍ଥାନରୁ ୪୦ ଜଣ ନିଖୋଜ ଥିବା ବେଳେ … Continue reading ଭିଡିଓରେ ଦେଖନ୍ତୁ ପ୍ରକୃତିର ତାଣ୍ଡବ, ଭାସି ଯାଉଛି କୋଠା, ଶିମଲାରେ ୪୦ ନିଖୋଜ..