ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଲିଥିବା ସିଆଇଆଇ ଶିଳ୍ପ ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଦର୍ଶନୀ ମେଳା ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉପାଦେୟ ଆଲୋଚନା ହୋଇଛି। ସିଆଇଆଇ ଗୋଟିଏ ପଟେ ଶକ୍ତି, ଇସ୍ପାତ୍ ଓ ରାସାୟନିକ ଉତ୍ପାଦ ଉତ୍ପାଦନ ଉପରେ ଆଲୋଚନା କରିଥିବା ବେଳେ ଗ୍ରାମୋଦ୍ୟୋଗ ଓ କୃଷି ବିକାଶକୁ ମଧ୍ୟ ଗୁରୁତ୍ୱ ଦେଇଛି। ଶନିବାର ଅନୁଷ୍ଠିତ ୪ଟି ଅଧିବେଶନ ମଧ୍ୟରେ ମିଶନ ଶକ୍ତି ଉପରେ ହୋଇଥିବା ଅଧିବେଶନ ସବୁଠାରୁ ବେଶ୍ ଉପାଦେୟ ହୋଇଥିଲା। ଅତିଥି ଭାବେ ଯୋଗ … Continue reading ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ