www.samajalive.in
Sunday, December 7, 2025
26.1 C
Bhubaneswar

ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ବରଖାସ୍ତ

ଡେସ୍କ: ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଲି ଶାଙ୍ଗଫୁଙ୍କୁ ପଦରୁ ହଟାଇ ଦିଆଯାଇଛି। ଗତ ୩ ମାସ ମଧ୍ୟରେ ଚୀନର ଦ୍ୱିତୀୟ ବରିଷ୍ଠ ନେତାଙ୍କୁ ହଟାଇ ଦିଆଯାଇଛି। ଏଥିରୁ ଜଣାପଡୁଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟତର ନେତାଙ୍କ ସ୍ଥିରତା ନେଇ ସେମାନଙ୍କ ପଦବୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଠାକାର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜେନେରାଲ ଲି ଶାଙ୍ଗଫୁ ଗତ ଦୁଇ ମାସ ଧରି ଆତ୍ମଗୋପନ କରିଥିଲେ। ସେ ଗତ ୨ ମାସ ମଧ୍ୟରେ କେବେ ବି ଲୋକଙ୍କ ସାମ୍ନାକୁ ଆସିନଥିବା ଜଣାପଡିଛି। ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ତଥା ପରାମର୍ଶଦାତା ପଦରୁ ବରଖାସ୍ତ କରାଯାଇଛି। ଗତ ଜୁଲାଇରେ କ୍ୱିନ ଗେଂଗଙ୍କୁ ବୈଦେଶିକ ମନ୍ତ୍ରୀ ପଦରୁ ହଟାଯିବା ପରେ ତାଙ୍କୁ ପରାମର୍ଶଦାତା ପଦରୁ ମଧ୍ୟ ବରଖାସ୍ତ କରାଯାଇଥିବା ଚୀନ୍ ଘୋଷଣା କରିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories