ଅରୁଣାଚଳ ପ୍ରଦେଶର ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍

ଡେସ୍କ: ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ଶନିବାର ପ୍ରକାଶ କରିଛି ଯେ ଭାରତ ସୀମାରେ ଥିବା ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ନାମ ତାଲିକାରେ ଅରୁଣାଚଳ ପ୍ରଦେଶର ତିବ୍ବତୀୟ ସ୍ୱୟଂଶାସିତ ଅଞ୍ଚଳର ଅଂଶକୁ ଚୀନ୍ ଜାଙ୍ଗନାନ ବୋଲି କହିଛି। ଭୌଗୋଳିକ ନାମ ପରିଚାଳନା ଉପରେ ଷ୍ଟେଟ୍ କାଉନସିଲ୍ (ଚୀନ୍ କ୍ୟାବିନେଟ୍)ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ, ଚୀନର ଜାଙ୍ଗନାନରେ ଥିବା କେତେକ ଭୌଗୋଳିକ ନାମକୁ ନାମ କରଣ କରାଯାଇଥିବା ସୂଚନା … Continue reading ଅରୁଣାଚଳ ପ୍ରଦେଶର ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍