ନାରାୟଣପାଟଣାରେ ଶିଶୁ ମଡ଼କ, କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ନାରାୟଣପାଟଣା : କୋରାପୁଟ ଜିଲା ନାରାୟଣପାଟଣାରେ ଦୁଇଦିନ ମଧ୍ୟରେ ପୁଣି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା ଜଣେ ୫ ବର୍ଷର ଶିଶୁର ଗତକାଲି ମୃତ୍ୟୁ ଘଟିଥିବାବେଳେ ଗୁରୁବାର  ଗୁରୁବାର ନାରାୟଣପାଟଣା ବ୍ଲକ ବିକ୍ରମପୁର ଗାଁରେ ଅନ୍ୟ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସପ୍ତାହ ମଧ୍ୟରେ ୫ ଜଣଙ୍କ ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତ୍ୟୁର କାରଣ … Continue reading ନାରାୟଣପାଟଣାରେ ଶିଶୁ ମଡ଼କ, କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ