ରାଜ୍ୟରେ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଖଣି କ୍ଷେତ୍ରରେ ଜନଜାତିମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଖଣି ନିଗମ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିଗମ । ଖଣି କ୍ଷେତ୍ରକୁ ଆହୁରି ଦକ୍ଷତାର ସହ ପରିଚାଳନା କଲେ ଅଧିକ ରାଜସ୍ୱ ଆସିବା ସହିତ ଖଣି ଭିତ୍ତିକ ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟ ଲାଭବାନ ହେବେ । ଓଡିଶାରେ ଖଣିଜ ସମ୍ପଦ ଭରପୁର ହୋଇ … Continue reading ରାଜ୍ୟରେ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଖଣି କ୍ଷେତ୍ରରେ ଜନଜାତିମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ