ମା’ ତାରିଣୀଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଘଟ ଗାଁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା ତାରିଣୀଙ୍କ ଦର୍ଶନ କଲେ ଘଟଗାଁ ହାଇସ୍କୁଲ ପଡିଆରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ଶୋ, ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଲୋକଙ୍କ ସହ ମିଶିବା, ଲୋକଙ୍କ ଭାବାବେଗ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣି ସମସ୍ୟା ସମାଧାନ କରିବାର ଧାରା ଜାରି ଘଟଗାଁକୁ ଜାତୀୟ ପର୍ଯ୍ୟଟନ ଓ ତୀର୍ଥ କ୍ଷେତ୍ର ର ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯିବ କେନ୍ଦୁଝରକୁ … Continue reading ମା’ ତାରିଣୀଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ