ଦେବୀ ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ଟାଣିଆଣିଲେ ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ବାହୁଡା ଯାତ୍ରାରେ ରଥରେ ଚଢିଲେ ଅଣସେବାୟତ । ସେବାୟତ ବେଶରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ଜଣେ ଅଣସେବାୟତ ଚଢି ଥିବାବେଳେ ତାଙ୍କୁ ଚିହ୍ନଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତୁରନ୍ତ ତାଙ୍କୁ ରଥରୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଅଣସେବାୟତଙ୍କୁ ରଥ ଉପରୁ ତଳକୁ ଟାଣି ଟାଣି ନେଇ ଆସିଥିଲେ ମୁଖ୍ୟ ପ୍ରଶାସକ । ଅଣସେବାୟତ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଯେଉଁମାନେ ନିୟମ ଭାଙ୍ଗିବେ … Continue reading ଦେବୀ ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ଟାଣିଆଣିଲେ ମୁଖ୍ୟ ପ୍ରଶାସକ