ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ସିବିଆଇ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଆସନ୍ତାକାଲି(ମଙ୍ଗଳବାର) ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କୋର୍ଟ ଆସନ୍ତାକାଲି ମଧ୍ୟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ଆବେଦନର ଶୁଣାଣି କରିବେ। ଗତ ୩୦ ତାରିଖରେ ସିବିଆଇ ତାଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଥିଲା। ସିବିଆଇ ହାଜତରେ ତାଙ୍କର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଚିଦମ୍ବରମ୍ଙ୍କ ସିବିଆଇ ହାଜତ ମିଆଦ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି
Popular Categories



