ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସର୍ବୋଚ୍ଚ ରେଳ ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖରେ ଉଦ୍ଘାଟନ କରିବେ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର ସୂଚନା ଦେଇଛନ୍ତି। ଉଦ୍ଦାମପୁର-ଶ୍ରୀନଗର-ବାରମୂଳା ରେଲୱେ ଲିଙ୍କ୍ (ୟୁଏସ୍ବିଆର୍ଏଲ୍) ପ୍ରକଳ୍ପ ଅଧୀନ ଏହି ସେତୁଟି ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ। ଯାନ୍ତ୍ରିକ କଳା-ନିପୂଣର ଏହା ଏକ ବଡ଼ ନିଦର୍ଶନ ହୋଇଥିବାବେଳେ କାଶ୍ମୀର ଉପତ୍ୟକାର ଆର୍ଥିକ ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିବ। … Continue reading ୬ରେ ଚେନାବ ସେତୁ ଉଦ୍ଘାଟନ
Copy and paste this URL into your WordPress site to embed
Copy and paste this code into your site to embed