ଚାନ୍ଦବାଲିରେ ରାଜନୈତିକ ହିଂସା:ଯୁବ ବିଜେପି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ବାଂଶଡ଼ା ଥାନାରେ ଅଭିଯୋଗ

ଚାନ୍ଦବାଲି: ଆଜି ଚାନ୍ଦବାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଚାରରୁ ଫେରିବାବେଳେ ଶଶିକାଦେଇପୁର ନିକଟରେ ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଶଙ୍କ ମୁଣ୍ଡ ଫାଟିଯାଇଛି। Related Posts ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦର ଜୈନଙ୍କୁ ଜାମିନ Oct 18, 2024 ଆଜି ଓ କାଲି ଏହି ଜିଲାରେ ବର୍ଷିବ; … Continue reading ଚାନ୍ଦବାଲିରେ ରାଜନୈତିକ ହିଂସା:ଯୁବ ବିଜେପି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ବାଂଶଡ଼ା ଥାନାରେ ଅଭିଯୋଗ