ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଘରେ ସ୍ତ୍ରୀମାନଙ୍କୁ ଭୂମିକାକୁ ବହୁତ ସମ୍ମାନ ଏବଂ ମହତ୍ୱ ଦେଇଥାନ୍ତି । ତାଙ୍କ ନୀତି ଅନୁସାରେ କୁହାଯାଏ ଘରେ କିଛି ବିଶେଷ ଗୁଣବାନ ମହିଳା ଲକ୍ଷ୍ମୀଙ୍କ ସହିତ ସମାନ ହୋଇଥାନ୍ତି । ସେଭଳି ମହିଳାମାନେ ଘରେ କେବଳ ଧନବାନ ହୋଇନଥାନ୍ତି ବରଂ ପରିବରରେ ଖୁସି, ଶାନ୍ତି, ସମ୍ମାନ ଏବଂ ଉନ୍ନତି ନେଇ ଆସିଥାନ୍ତି । ଘରକୁ ସଜାଡି ରଖିବାର କଳା ଚାଣକ୍ୟ … Continue reading ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ