ଦେଖନ୍ତୁ ଭିଡିଓ ; ଦୋକାନୀଙ୍କ ସାମ୍ନାରୁ ଚେନ୍‌ ଲୁଟି ନେଇ ଚୋର ଫେରାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । ଅନେକ ସମୟରେ ଭିଡିଓ ଦେଖି ଲୋକେ ନିଜ ହସକୁ ରୋକି ପାରନ୍ତି ନାହିଁ । ବିଭିନ୍ନ ପ୍ରକାର ଭିଡିଓ ଷ୍ଟଣ୍ଟ ଠାରୁ ଆରମ୍ଭ କରି ଝଗଡା, ମାର୍‌ପିଟ୍‌, ଜୁଗାଡ୍‌, ଲୁଟ୍‌ ଆଦି ଭାଇରାଲ୍‌ ହୋଇଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଚୋରିର ଏକ ଭିଡିଓ ଦେଖି କାବା ହୋଇଯିବେ । କ୍ୟାମେରାରେ ଚୋରିର … Continue reading ଦେଖନ୍ତୁ ଭିଡିଓ ; ଦୋକାନୀଙ୍କ ସାମ୍ନାରୁ ଚେନ୍‌ ଲୁଟି ନେଇ ଚୋର ଫେରାର