www.samajalive.in
Sunday, December 7, 2025
23.1 C
Bhubaneswar

ଗାୟତ୍ରୀ ପଜ୍ଞାପୀଠ ସ୍ୱାଧ୍ୟାୟ ମଣ୍ଡଳୀ ତରଫରୁ ଜଗନ୍ନାଥ ମନ୍ଦିର ପରିସରରେ ଚାରା ରୋପଣ

ଚୌଦ୍ୱାର: ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ଚୌଦ୍ୱାର ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ପଜ୍ଞାପୀଠ ସ୍ୱାଧ୍ୟାୟ ମଣ୍ଡଳୀ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାଧ୍ୟାୟ ମଣ୍ଡଳୀର ବହୁ ସଂଖ୍ୟକ ମହିଳା ସଦସ୍ୟ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ପ୍ରିୟ ତୁଳସୀ ଓ ବିଭିନ୍ନ ଫଳଚାରା ରୋପଣ କରିଥିଲେ । ଜଗନ୍ନାଥ ମନ୍ଦିର ଟ୍ରଷ୍ଟବୋର୍ଡ଼ ସଭାପତି ଶୁଭେନ୍ଦୁ ସାମଲ, ସମ୍ପାଦକ ମୀନ କେତନ ପଣ୍ଡା, ପ୍ରଜ୍ଞାପୀଠ ସଭାପତି ନିରଞ୍ଜନ ସାହୁ, ପରିଚାଳକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସ୍ୱାଧ୍ୟାୟ ମଣ୍ଡଳୀ ମୁଖ୍ୟ କବିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories