www.samajalive.in
Sunday, December 7, 2025
23.1 C
Bhubaneswar

ମହାପ୍ରଭୁଙ୍କ ଚାଚେରୀ ବେଶ

ପୁରୀ : ଶ୍ରୀମନ୍ଦିରର ରତ୍ନ ସିଂହାସନରେ ରବିବାର ଶ୍ରୀବିଗ୍ରହମାନଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ଦ୍ୱିପ୍ରହର ଧୂପ ପରେ କରାଯାଇଥିଲା। ଚାଚେରୀ ବେଶରେ ଶ୍ରୀଜୀଉମାନେ ଲାଲ ବର୍ଣ୍ଣର ବସ୍ତ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଭୁଜ ଦ୍ୱୟରେ ସୁନାର ନଳୀ ଭୁଜ ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ନଳୀ ଭୁଜରେ ଶଙ୍ଖ, ଚକ୍ର ଓ ବଳଭଦ୍ରଙ୍କ ନଳୀ ଭୁଜରେ ହଳ ମୂଷଳ ଶୋଭିତ ହୋଇଥିଲା। ଏହି ବେଶରେ ସୁଭଦ୍ରା ସୂର୍ଯ୍ୟ, ଚନ୍ଦ୍ର ଓ ତଡ଼ଗି ଲାଗି ହୋଇଥାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories