ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଟିକସ ହାରରେ ପରିବର୍ତ୍ତନ, ବାଣିଜ୍ୟ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ମୋଟ ୧୨ଟି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଜିଏସ୍ଟି ଆଇନର ଧାରା-୭୩ ଅଧୀନରେ ଜାରି ଡିମାଣ୍ଡ ନୋଟିସ ପାଇଁ ସୁଧ ଓ ଜୋରିମାନା ଛାଡ଼ ପାଇଁ ସୁପାରିସ କରାଯାଇଛି। ମାମଲା ବୋଝ ହ୍ରାସ ପାଇଁ ଅପିଲ ଦାଖଲ କ୍ଷେତ୍ରରେ ଜିଏସ୍ଟି ଅପିଲ ଟ୍ରାଇବୁନାଲ ୨୦ଲକ୍ଷ ଟଙ୍କା, … Continue reading ସଂଶୋଧନ ହେବ ସିଜିଏସ୍ଟି ଆଇନ
Copy and paste this URL into your WordPress site to embed
Copy and paste this code into your site to embed