ନୂଆଦିଲ୍ଲୀ – ଆଜି ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଆଜି ଦିନ ଦୁଇଟା ସମୟରେ ସିବିଏସ୍ଇ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
- Advertisement -
ଦ୍ୱାଦଶଶ୍ରେଣୀରେ ଏଥର ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି । ୯୪.୫୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୯୧.୨୫ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି ।



