କୋଲକାତା ଆରଜି କର ମାମଲା – ସନ୍ଦୀପ ଘୋଷ ଫୋନରେ କାହାଠାରୁ ଅର୍ଡର ନେଉଥିଲେ ବୋଲି ସନ୍ଦେହ କରୁଛି ସିବିଆଇ

ଡେସ୍କ: ଆରଜି କର ମେଡିକାଲ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ଜାଣିଶୁଣି ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରାଇଛି। ସିବିଆଇ ଗତକାଲି (ବୁଧବାର) କୋର୍ଟରେ ଦାଖଲ କରିଥିବା ଯୁକ୍ତି ଅନୁଯାୟୀ, ପୁଲିସ ଏବଂ ଗୁଇନ୍ଦା ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ଘୋଷ ଡାକ୍ତରଖାନାରେ ପହଞ୍ଚିଥିଲେ। ତେଣୁ ଏହା ସନ୍ଦେହ ସୃଷ୍ଟି କରିଥିବା ସିବିଆଇ ଜଣାଇଛି। ଶ୍ରୀ ଘୋଷଙ୍କ ମୋବାଇଲ କଲ ବିବରଣୀ … Continue reading କୋଲକାତା ଆରଜି କର ମାମଲା – ସନ୍ଦୀପ ଘୋଷ ଫୋନରେ କାହାଠାରୁ ଅର୍ଡର ନେଉଥିଲେ ବୋଲି ସନ୍ଦେହ କରୁଛି ସିବିଆଇ