ଶାହାଜାହାନ ଶେଖଙ୍କ ବାସଭବନରେ ଆଜି ସିବିଆଇ ଚଢ଼ାଉ

ଡେସ୍କ: ପଶ୍ଚିମବଙ୍ଗର ସନ୍ଦେଶଖାଲିସ୍ଥିତ ତୃଣମୂଳ କଂଗ୍ରେସର ନିଲମ୍ବିତ ନେତା ଶାହାଜାହାନ ଶେଖଙ୍କ ବାସଭବନରେ ଆଜି ସିବିଆଇ ଚଢ଼ାଉ କରିଛି। ସିବିଆଇ ଅଧିକାରୀମାନେ ମଧ୍ୟ ସରବେରିଆ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରୁଛି ସିବିଆଇ। ଚଳିତ ବର୍ଷ ଜାନୁଆରି ୫ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା। ରାସନ ବଣ୍ଟନ ଦୁର୍ନୀତିରେ ଶାହଜାହାନ ଶେଖଙ୍କ ଘର ଉପରେ ଚଢ଼ାଉ କରିବାକୁ ଯାଇଥିଲା … Continue reading ଶାହାଜାହାନ ଶେଖଙ୍କ ବାସଭବନରେ ଆଜି ସିବିଆଇ ଚଢ଼ାଉ